ସ୍କୁଲ କ୍ୟାମ୍ପସ୍‌ ପାଲଟିଛି ଓପନ୍‌ ବାର୍‌:ଅଭିଯୋଗ ଶୁଣୁନି ପୁଲିସ

ନିଶାଡ଼ିଙ୍କ କବ୍‌ଜାରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଅସୁରକ୍ଷିତ ଭୁବନେଶ୍ୱର: ସନ୍ଧ୍ୟା ପରେ ରାଜଧାନୀର କେତେକ ସରକାରୀ ସ୍କୁଲ୍‌ ପରିସର ନିଶାଡ଼ି, ଡକାୟତ, ହତ୍ୟାକାରୀଙ୍କ ଆଡ଼ାସ୍ଥଳୀ ପାଲଟିଯାଉଛି। ଏହିଠାରୁ ହିଁ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ସରକାରୀ ସ୍କୁଲ କ୍ୟାମ୍ପସ୍‌ ଏବଂ ଖେଳ ପଡ଼ିଆ ନିକଟରେ ପୁଲିସ ପାଟ୍ରୋଲିଂ ହେଉ ନଥିବାରୁ ଅପରାଧୀଙ୍କ ପାଇଁ ଏହା ସବୁଠାରୁ ସୁରକ୍ଷିତ ସ୍ଥାନ ପାଲଟିଛି।ସଞ୍ଜ ନଇଁଲେ ସ୍କୁଲ କ୍ୟାମ୍ପସଗୁଡ଼ିକ ଓପନ୍‌ … Continue reading ସ୍କୁଲ କ୍ୟାମ୍ପସ୍‌ ପାଲଟିଛି ଓପନ୍‌ ବାର୍‌:ଅଭିଯୋଗ ଶୁଣୁନି ପୁଲିସ